Spread the love

ପୁରୀ; ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର । ପୁରୀର ଦୋକାନୀମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପୁରୀ ବଡ଼ଦାଣ୍ଡର ସମସ୍ତ ଦୋକାନରେ ଝୁଲୁଛି ଏକ ଫଳକ ।ଏହା ହେଉଛି ‘ନୋ ମାସ୍କ ନୋ ସେଲ୍’ ଅର୍ଥାତ୍ ମାସ୍କ ପିନ୍ଧି ନାହାନ୍ତି ତ ସାମଗ୍ରୀ ଦେଇପାରିବୁ ନାହିଁ । ଏଭଳି ଘଟଣା କରୋନା ବ୍ୟାପିବାରେ ଯଥେଷ୍ଟ ସାହାର୍ୟ୍ୟ କରିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ବ୍ୟବସାୟୀ ମାନଙ୍କୁ ଧନ୍ୟବାଦ୍ ଦିଆଯାଇଥିବା ବେଳେ ଏହି ପ୍ରଥା ବହୁ ଲୋକଙ୍କୁ ଆକୃଷ୍ଟ ମଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here