Spread the love

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଆଉ କୌଣସି ନୂଆ ଯୋଜନା ଘୋଷଣା ନକରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କୋଭିଡ଼-୧୯ ପାଇଁ ଦେଖିଚାହିଁ ସମ୍ବଳର ବିନିଯୋଗ କରିବା ଆବଶ୍ୟକ । ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଅତ୍ମନିର୍ଭର ଭାରତ ପରି ଘୋଷିତ ସ୍ୱତନ୍ତ୍ର ଯୋଜନାକୁ ଅର୍ଥ ମଞ୍ଜୁରୀ ଅବ୍ୟାହତ ରହିବ । ତେବେ ଚଳିତ ଆର୍ଥôକ ବର୍ଷ ପାଇଁ ଘୋଷିତ ଅନ୍ୟ ଯୋଜନା ଗୁଡ଼ିକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅର୍ଥ ମିଳିବ ନାହିଁ ।

LEAVE A REPLY

Please enter your comment!
Please enter your name here