Spread the love

ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରୁ ନିୟମିତ ଭାବେ ଟ୍ରେନ ଚଳାଚଳ କରିବ ।ପଶ୍ଚିମବଙ୍ଗରୁ ସଂପୂର୍ଣ୍ଣ ଲକଡାଉନ ହଟିଥିବାରୁ ନିୟମିତ ଭାବେ ଏବେ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି ।ପୂର୍ବରୁ ବାତିଲ ଟ୍ରେନ ଗୁଡିକ ନିୟମିତ ଚାଳିବ ବୋଲି ସେ କହିଛନ୍ତି ।ଭୁବନେଶ୍ବର- ହାୱଡା ଜନଶତାବ୍ଦୀ , ହାୱଡା -ଯଶୋବନ୍ତପୁର ଦୂରନ୍ତ ନିୟମିତ ଚାଳିବ ।ଆଂଶିକ ବାତିଲ ଫାଲକନୁମା ଏକ୍ସପ୍ରେସ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଳିବ ବୋଲି ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here