Spread the love

ନୂଆଦିଲ୍ଲୀ: ଧିରେ ଧିରେ ବିଜେପି ନେତା ଅଧିକରୁ ଅଧିକ ସଂଖ୍ୟାରେ କରୋନାସଂକ୍ରମଣରେ ସଂକ୍ରମିତ ହେଉଛନ୍ତି । ତୁଙ୍ଗ ନେତା ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା କରୋନାସଂକ୍ରମିତ ହୋଇଥିବା ନିଜେ ଜଣାଇବା ପରେ ତାମିଲନାଡ଼ୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ,ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଆଜି ୟୁପିର ମନ୍ତ୍ରୀ କମଲ ରାଣୀଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here