Spread the love

ଭୁବନେଶ୍ୱର: ଓଡିଆ ପୁଅ ସଙ୍ଗେତ ରାୟ କୋକାକୋଲାର ନୂଆ ଭାରତ ମୁଖ୍ୟ ଭାବେ ନେତୃତ୍ୱ ନେବାକୁ ଯାଉଛନ୍ତି ।ସଙ୍କେତ କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ନେତୃତ୍ୱ ନେବେ। ସେ ବର୍ତ୍ତମାନ କୋକାକୋଲା ଚାଇନାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ସଙ୍କେତ ଆସନ୍ତା ଜାନୁଆରୀ ୧ ତାରିଖରେ ଟି କୃଷ୍ଣକୁମାରଙ୍କଠାରୁ ଦାୟିତ୍ୱ ନେବେ।ବର୍ତ୍ତମାନ କୃଷ୍ଣକୁମାର କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆ ପ୍ରେସିଡେଣ୍ଟ ଅଛନ୍ତି। କୃଷ୍ଣକୁମାର କମ୍ପାନୀର ଚେୟାରମ୍ୟାନ୍ ଦାୟିତ୍ୱ ନେବା ପରେ ସଙ୍କେତ ରାୟ ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here