Spread the love

ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହୋଇଥିବା ଉକ୍ରଟ ବେକାରି ଦୂରିକରଣ ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଏକ ଔଷଧ ନିର୍ମାଣ ପାର୍କ ସୃଷ୍ଟି କରିବେ । ଏହା ସମ୍ଭବ ହେଲେ ରାଜ୍ୟର ୫ହଜାର ବେକାର କର୍ମସଂସ୍ଥାନ ପାଇ ପାରିବେ । ଏନେଇ ଅନୁଷ୍ଠିତ ଏକ ବୈଠକରେ ଚୂଡ଼ାନ୍ତ ହୋଇଥିବା ମୁଖ୍ୟ ଶାସନ ସଚୀବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଗୋପାଳପୁର ସ୍ଥିତ ଟାଟା ଏସ୍‌.ଇ.ଜେଡ ଅଞ୍ଚଳରେ ଏହି ପାର୍କ ପ୍ରତିଷ୍ଠା ହେବ

LEAVE A REPLY

Please enter your comment!
Please enter your name here