Spread the love

ଭୁବନେଶ୍ବର, ରାଜ୍ୟରେ ସମସ୍ତ ହୋଟେଲ ବାର ଓ ରେଷ୍ଟୁରାଣ୍ଟ ଖୋଲିବ । ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି। ବିଭାଗ ପକ୍ଷରୁ ବିଭିନ୍ନ ବାର୍‌ ଓ ରେଷ୍ଟୁରାଣ୍ଟ ସଂଘକୁ ନୋଟିସ ଜାରି ହୋଇଛି।କୋଭିଡ ପାଇଁ ବାର ଓ ରେଷ୍ଟୁରାଣ୍ଟ ବନ୍ଦ ଥିଲା।

LEAVE A REPLY

Please enter your comment!
Please enter your name here