Spread the love

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନର ଗୁଡ଼ିକ କ୍ରମାଗତ ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ମୁଲ୍ୟ ବୃଦ୍ଧି କରିଛ୍ନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୬୦ ପଇସା ବୃଦ୍ଧି ହୋଇଛି । ତୈଳ କମ୍ପାକୀ ଗୁଡ଼ିକ ପ୍ରତିଦିନ ତୈଳ ମୁଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ କରୋନା ଯୋଗୁ ୧୪ ସପ୍ତାହ ଧରି ତୈଳ ମୁଲ୍ୟ ଅପରିବର୍ତ୍ତିତ ରଖିଥିଲେ । ଏବେ ୧୫ ଦିନ ଧରି କ୍ରମାଗତ ଭାବେ ମୁଲ୍ୟ ବୃଦ୍ଧି କରୁଛନ୍ତି । ଉଭୟ ରାଜ୍ୟ ସରକାର ମାନେ ଓ କେନ୍ଦ୍ର ସରକାର ତୈଳ ମୁଲ୍ୟର ଦୁଇ ତୃତୀୟାଂଶ ଟିକସ ଆକାରରେ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here