Spread the love

ଭୁବନେଶ୍ବର :ରାଜ୍ୟରେ ହେବାକୁ ଥିବା ଓଜେଇଇ ଅନଲାଇନ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ରାଞ୍ଚି, କୋଲକତା ଓ ପାଟନାରେ ତିନୋଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।ସେପ୍ଟେମ୍ବର ୯ ରୁ ୫ ତାରିଖ ମଧ୍ୟରେ ଓଜେଇଇ ଅନଲାଇନ ପରୀକ୍ଷା ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ଏହାକୁ ପରିବର୍ତ୍ତନ କରି ଆସନ୍ତା ମାସରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here