Spread the love

ତାଲଚେର
ଏଠାକାର ୧୪୯ ଜାତୀୟ ରାଜପଥ ଉପରେ ଥିବା କନକ ଦୁର୍ଗ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଗତ କାଲି ବିଳମ୍ବିତ ରାତିରେ ଏକ ଟ୍ରକ ସହ ମିନି ଟ୍ରକ ମୁହାଁମୁହିଁ ଭାବେ ଧକ୍କା ହେବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତିି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାରକାର୍ଯ୍ୟରେ ସହଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚଉଦ୍ଧାରକାର୍ଯ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here