Spread the love

ବାଲୁଗାଁ
ଏନ-୧୬ ପାରିକଂସାରୀ ଛକ ନିକଟରେ ବଡି ଭୋରରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ପିକଅପ୍‌ ଭ୍ୟାନ-ବୋଲେରୋ ଧକ୍କା ହେବାରୁ ଜଣେ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here