Spread the love

ନୂଆଦିଲ୍ଲୀ, ମହାମାରୀ କରୋନାରେ ସାରା ବିଶ୍ବ ଏବେ ଆତଙ୍କିତ । କେଉଁଠାରେ ଏହାର ପରିମାଣ ଅଧିକା ରହିଥିବା ବେଳେ କେଉଁଠାରେ କିଛି ମାତ୍ରାରେ କମ ଦେଖିବାକୁ ମିଳିଛି । କିନ୍ତୁ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଚେନ୍ନାଇର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ପଡିଥିବା ଜଣାପଡିଛି । ଅନ୍ୟପଟେ ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୫୮,୭୦୫ ରେ ପହଁଚିଛି । ସେଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୬,୬୧୯ ରେ ପହଁଚିଥିବା ବେଳେ ୨,୮୯୫,୧୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here