Spread the love

ନୂଆଦିଲ୍ଲୀ :ଶନିବାର କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଅର୍ଜୁନ ରାମ ମେଘବାଲ ରାଜସ୍ଥାନ ର ବିକାନୀର ଲୋକସଭା ସାଂସଦ ଅଛନ୍ତି |

LEAVE A REPLY

Please enter your comment!
Please enter your name here