Spread the love

ମୁମ୍ବାଇ
ମହାରାଷ୍ଟ୍ରର ପୁଣି ଜଣେ ମନ୍ତ୍ରୀ ବାଲାସାହେବ ପାଟିଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ସମବାୟ ଓ ବାଣିଜ୍ୟ ବିଭାଗର ଦାୟିତ୍ୱରେ ଅଛନ୍ତି । ଲକ୍ଷଣ ଦେଖାଦେବାରୁ ସେ କରୋନା ପରୀକ୍ଷା କରିଥିଲେ । ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେ ଏବେ କରାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ରାଜ୍ୟର ୬ ଜଣ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here