Spread the love
କାଶ୍ମୀର :  କାଶ୍ମୀରର ସୋଫିୟାନା ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ଭାରତୀୟ ସୈନ୍ୟଙ୍କ ଗୁଳିମାଡ଼ରେ ଜଣେ ଉଗ୍ରପନ୍ଥୀ ନିହତ ହୋଇଛି । ସଂପୃକ୍ତ ଉଗ୍ରପନ୍ଥୀ ନିକଟରୁ ଗୋଟିଏ ବନ୍ଧୁକ ଓ ୬ରାଉଣ୍ଡ ଗୁଳି ଜବତ କରାଯାଇଛି । ଉଗ୍ରପନ୍ଥୀ ଖସିଯିବା ବେଳେ ସୈନ୍ୟ ବାହିନୀ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।  ଉଗ୍ରପନ୍ଥୀ ଜଣଙ୍କ ମଧ୍ୟ ପାଲଟା ଆକ୍ରମଣ କରିଥିଲା ।ତେବେ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହେବା ପରେ ଉଗ୍ରପନ୍ଥୀ ଜଣଙ୍କ ମୃତ୍ୟୁ ବରଣ କରିଥିଲା ।

LEAVE A REPLY

Please enter your comment!
Please enter your name here