Spread the love

ନୂଆଦିଲ୍ଲୀ
ଆଜି ବିରୋଧୀ ଦଳ ନେତା ମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟକରିବେ । ସେମାନେ ଏଥିରେ ଦିଲ୍ଲୀ ହିଂସା ପ୍ରସଙ୍ଗ ଏବଂ ଏହି ଦଙ୍ଗାରରେ ଦିଲ୍ଲୀ ପୋଲିସର ଭୂମିକା ନେଇ ଆଲୋଚନା କରିବେ । ଏହି ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଂଗ୍ରେସ ନେତା ଅହମ୍ମଦ ପଟେଲ, ସିପିଏମ ସାଧାରଣ ସମ୍ପାଦକ, ସୀତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା, ଡିଏମକେ ନେତା କାନିମୋଝି ଏବଂ ଆରଜେଡି ସାଂସଦ ମନୋଜ ଝା ପ୍ରମୁଖ ସାମିଲ ଅଛନ୍ତି । ସିପିଆଇ ସାଂସଦ ଡି ରାଜା ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here