Spread the love

ଶ୍ରୀନଗର
ପାକିସ୍ତାନ ସେନାର ଏକ କ୍ୱାଡକପ୍ଟରକୁ ଗୁଳି କରି ଖସାଇ ଦେଇଛନ୍ତିି ଭାରତୀୟ ସେନାର ଯବାନମାନେ । ଜାମ୍ମୁକାଶ୍ମୀରର କେରନ ସେକ୍ଟରକୁ ଲାଗି ରହିଥିବା ଏଲଏସି ମଧ୍ୟରେ ଆଜି ପ୍ରାୟ ସକାଳ ୮ଟା ସମୟରେ ସେନା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି କ୍ୱାଡକପ୍ଟରଟି ଚୀନ କମ୍ପାନୀ ଦ୍ୱାରା ନିର୍ମିତ ଡିଜେଆଇ ମାଭିଜ ୩ ପ୍ରୋ ମଡେଲର । ଏଲଏସିରେ ଉଡୁଥିବା ସମୟରେ ଏହାକୁ ଗୁଳି କରି ଖସାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here