Spread the love

ଭୁବନେଶ୍ୱର ,ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ତିନି ବନ୍ଧୁ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି ।ତେବେ ଏହି ଟେଷ୍ଟ ବେଳେ ପପୁଙ୍କୁ ୨୫ ଟି ପ୍ରଶ୍ନ ପଚରା ଯାଇଛି ।ଏବେବି ବିକାଶ ଓ ଦୀପୁଙ୍କର ଟେଷ୍ଟ ଚାଲୁ ରହିଛି । ଭୁବନେଶ୍ବର ଫରେନସିକ ଲ୍ୟାବରେ ଏହି ଟେଷ୍ଟ ଚାଲିଛି ।ଗତ କାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here