Spread the love

ପାଟନାଗଡ଼ : ପାଟନାଗଡ଼ ବିଧାୟକ ସରୋଜ କୁମାର ମେହେର କରୋନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ମେହେର ସୁସ୍ଥ ଥିବା ଓ ଡାକ୍ତରଙ୍କ ପରାମର୍ଶରେ ଘରୋଇ ସଙ୍ଗରୋଧରେ ରହିଥିବା ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି । ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିାମାନେ ନିଜ ନିଜର କରୋନା ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here