Spread the love

ଭୁବନେଶ୍ୱର: ରାଜ୍ୟର ଆଜି ବଜ୍ରପାତ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ୧୦ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here