Spread the love

ଯାଜପୁର : ଆଜି ଯାଜପୁର ମା ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି । ମା ବିରଜାଙ୍କ ରଥଯାତ୍ରା କରାଇବାକୁ ମାମଲାରେ ଆବେଦନ କରାଯାଇଛି । ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି । ମନ୍ଦିରରେ ଦୁର୍ଗା ଉତ୍ସବ ଓ ବିଜୟ ରଥଯାତ୍ରା ପାଇଁ ଆବେଦନ କରାଯାଇଛି ।ସତ୍ୟଯୁଗରୁ ଚଳିଆସିଥିବା ପରମ୍ପରା ରକ୍ଷା କରିବା ପାଇଁ ଆବେଦନରେ ଉଲ୍ଲେଖ ରହିଛି । କୋଭିଡ ଗାଇଡଲାଇନ ଅନୁସାରେ ଅନୁମତି ଦେବାକୁ ଆବେଦନ ହୋଇଛି ।

LEAVE A REPLY

Please enter your comment!
Please enter your name here