Spread the love

ନୂଆଦିଲ୍ଲୀ: କ୍ରମାଗତ ୧୪ ଦିନ ଧରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ମୁଲ୍ୟ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୫୧ ପଇସା ଓ ଡିଜେଲ ଲିଟର ପିଛା ୬୧ ପଇସା ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here