Spread the love

ନୂଆଦିଲ୍ଲୀ: କ୍ରମାଗତ ୧୩ ଦିନ ଧରି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ମୁଲ୍ୟ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୫୬ ପଇସା ଓ ଡିଜେଲ ୬୩ ପଇସା ବୃଦ୍ଧି ପାଇଛି । ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୮.୩୭ ଓ ଡିଜେଲ ଲିଟର ପିଛା ୭୭.୦୬ ପଇସା ଦେବାକୁ ପଡ଼ୁଛି ।

LEAVE A REPLY

Please enter your comment!
Please enter your name here