Spread the love

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ରମାଗତ ୧୬ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ମୁଲ୍ୟ ବୃଦ୍ଧି କରିଛନ୍ତି । ଆଜି ସୋମବାରରେ ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି କରିଛନ୍ତି । ଆଜିର ବୃଦ୍ଧିକୁ ମିଶାଇଲେ ପେଟ୍ରୋଲ ଲିଟର ପିଛା ୯.୨୧ ଓ ଡିଜେଲ ଲିଟର ପିଛା ୮.୫୫ ପଇସା ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here