Spread the love

ନୂଆଦିଲ୍ଲୀ
କେରଳର କୋଝିକୋଡ ବିମାନ ଦୁର୍ଘଟଣା ମାମଲା ଏବେ କୋର୍ଟରେ ପହଞ୍ଚିଛି । ଏ ନେଇ କେରଳ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ) ଦାଖଲ ହୋଇଛି । ଏଥିରେ କୋଝିକୋଡ ବିମାନବନ୍ଦରକୁ ତୁରନ୍ତ ବନ୍ଦ କରିବା ଲାଗି ଏବଂ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ବିମାନ ଦୁର୍ଘଟଣାର ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତ କରିବାକୁ ଦାବି କରାଯାଇଛି । ଏହା ସହିତ ଦୁର୍ଘଟଣାରର ଯାଞ୍ଚ ସିବିଆଇ ଦ୍ୱାରା କରାଯ।ଉ ବୋଲି ମଧ୍ୟ ପିଟିସନକାରୀ ଦାବି କରିଛନ୍ତି । ତେବେ ଇନଭେଷ୍ଟିଗେସନ ବ୍ୟୁରୋ ଦ୍ୱାରା ହେଉଥିବା ତଦନ୍ତକୁ ବନ୍ଦ କରିବା ଲାଗି କୋର୍ଟଙ୍କୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here