Spread the love

ନୂଆଦିଲ୍ଲୀ
ଏକକ ପ୍ରଦର୍ଶନ ଆଧାରରେ ଖେଳାଳୀଙ୍କୁ ପୁରସ୍କାର ମିଳିବା ଅନୁଚିତ ।ଅର୍ଜୁନ ପୁରସ୍କାର ଉପରେ ମନ୍ତବ୍ୟ ରଖି ଅଲମ୍ପିୟାନ ସୁଶୀଲ କୁମାର ଏହା କହିଛନ୍ତି । ସେ ପୁଣି କହିଛନ୍ତି ଯେ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ । ମୁଁ ସେମାନଙ୍କୁ ସମର୍ଥନ କରୁଛି । ମୁଁ କେବଳ ସରକାର ଏବଂ କମିଟିକୁ ଏତିକି ନିବେଦନ କରିବାକୁ ଚାହେଁ ଯେ ପୁରସ୍କାରଗୁଡିିକ ସମ୍ମାନର ସୂଚକ ଏବଂ ଏ ବିଷୟରେ ଭଲ ଭାବେ ବିଚାର କରିବା ପରେ ନିଷ୍ପତ୍ତି ନେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here