Spread the love

ବ୍ରହ୍ମପୁର: ବ୍ରହ୍ମପୁର ଜଣେ ଟ୍ରାଫିକ୍‌ ଏ.ଏସ୍‌.ଆଇ ଙ୍କର କୋଭିଡ-୧୯ରେ ଅଜି ମୃତ୍ୟୁ ଘଟିଛି । ସଂପୃକ୍ତ ଟ୍ରାଫିକ୍‌ ଏ.ଏସ୍‌.ଆଇ ଜଣକ ଲଗାତାର ୩ମାସ ଧରି ଡ୍ୟୁଟି କରିବା ପରେ ନିକଟରେ କରୋନା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ କୋଭିଡ୍‌ ସେଣ୍ଟରରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା ଏବଂ ଆଜି ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here