Spread the love

ଭୁବନେଶ୍ୱର
କରୋନା ସଂକ୍ରମଣରୁ କୋଭିଡ ଯୋଦ୍ଧାମାନେ ମଧ୍ୟ ବର୍ତ୍ତି ପାରୁନାହାନ୍ତି । ଏବେ କମିଶନରେଟ ପୋଲିସକୁ କରୋନା ଚିନ୍ତା ଘାରିଛି । ବର୍ତ୍ତମାନ ପୁଣି ୧୦ ଜଣ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏମାନେ ରିଜର୍ଭ ପୋଲିସରେ କାର୍ଯ୍ୟ କରୁଛନ୍ତି । ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୩୦ ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେଣି ।

LEAVE A REPLY

Please enter your comment!
Please enter your name here