Spread the love

ପୁରୀ
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ ଥିଏଟର(ଓଙ୍କି)କୁ ସିଲ କରିଦିଆଯାଇଛି । ଜଣେ ଡାକ୍ତାର ଏବଂ ନର୍ସ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଓଙ୍କି ସିଲ୍‌ ହେବାରୁ ରୋଗୀ ବାହାରେ ବସିଛନ୍ତି ଏବଂ ତାଙ୍କ ସମ୍ପର୍କୀୟ ଚିନ୍ତାରେ ଅଛନ୍ତି । ସିଲ୍‌ ହେବାର ୨୪ ଘଣ୍ଟା ହୋଇଯାଇଥିଲେ ମଧ୍ୟ ଓଟି ସାନିଟାଇଜ ହୋଇନଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here