Spread the love

ପୁରୀ ,ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ କେନ୍ଦ୍ର ପକ୍ଷରୁ ସୁପାରିସ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।କେନ୍ଦ୍ର ସୁପାରିସ କରିଥିବା ଦେଶର ୮ଟି ବେଳାଭୂମି ମଧ୍ୟରେ ପୁରୀ ଅନ୍ୟତମ । ପୁରୀ ବେଳାଭୂମି ବିକାଶ ପାଇଁ ୮.୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ।ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଡେନମାର୍କ ଜୁରିକୁ କେନ୍ଦ୍ର ପକ୍ଷରୁ ସୁପାରିଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here