Spread the love

ନୂଆଦିଲ୍ଲୀ
କଂଗ୍ରେସରେ ଆଭ୍ୟନ୍ତରୀଣ ବିଦ୍ରୋହ ଦେଖାଦେଇଛି । ଏବେ କିଛି ନେତା ଦଳର ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଏ ପ୍ରସଙ୍ଗରେ ଆଲୋଚନା ଲାଗି ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବସିଛି । ଏପରି ସ୍ଥଳେ କଂଗ୍ରେସର ତକ୍ରାଳୀନ ଅଧ୍ୟକ୍ଷ ତଥା ନେତା ରାହୁଲ ଗାନ୍ଧୀ ଉକ୍ତ ଚିଠି ଲେଖିଥିବା ନେତାଙ୍କୁ ସମାଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ପାର୍ଟି ସମନ୍ଧୀୟ ସମସ୍ୟାକୁ ଜନତା ନିକଟକୁ ନେଇଥିବାରୁ ରାହୁଲ ଉକ୍ତ ନେତାଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଏହା ହେଉଛି ସିଡବ୍ଲୁସିଏବଂ ଯେଉଁଠାରେ ଆମେ ଚର୍ଚ୍ଚା କରୁଛି ତାହା ମିଡିଆ ନୁହେଁ । ଏହା ସହିତ ଚିଠିର ଟାଇମିଂକୁ ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here