Spread the love

ନୂଆଦିଲ୍ଲୀ ; ଗତ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରେ ରହୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଧରି ପୁତ୍ର ରାହୁଲ ଗାନ୍ଧୀ ବିଦେଶ ଗସ୍ତ କରିଛନ୍ତି । ଏଥିପାଇଁ ସେ ଆଗାମୀ ସଂସଦର ଅଧିବେସନରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଜଣାପଡ଼ିଛି । ତେବେ ସୋନିଆ ଗାନ୍ଧୀଙ୍କୁ କି ରୋଗ ହୋଇଛି ତାହାକୁ ସାଧାରଣରେ ପ୍ରକାଶ କରାଯାଇ ନାର୍ହି ।

LEAVE A REPLY

Please enter your comment!
Please enter your name here