Spread the love

ଚୌଦ୍ୱାର
ଦିନକୁ ଦିନ ରାଜ୍ୟରେ ବେଆଇନ କାରବାରର ବଢିବାରେ ଲାଗଦିଛି । ତେବେ ଲକଡାଉନ ପରେ ଏହା ଅତ୍ୟଧିକ ବୃଦ୍ଧି ପାଇଛି । ଏବେ ଚୌଦ୍ୱାର ଥାନା ଅଞ୍ଚଳ ପୌରପାଳିକାର ୯ ନଂ ୱାର୍ଡ ବେଉରା ସାହିରେ ନକଲି ଘିଅ କାରଖାନା ଠାବ କରାଯାଇଛି । ଏଠାରେ ଚଢଉ କରି ଚୌଦ୍ୱାର ପୋଲିସ ବିପୁଳ ସାମଗ୍ରୀ ଜବତ କରିଛି । ଏବେ ମାମଲାର ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here