Spread the love

ଭୁବନେଶ୍ବର : ଆଜି ରମାଦେବୀ ମହିଳା ୟୁନିଭର୍ସିଟିର ଯୁକ୍ତତିନି ଷଷ୍ଠ ସେମିଷ୍ଟାର ପରୀକ୍ଷା ପାଇଁ ପରୀକ୍ଷାସୂଚୀ ପ୍ରକାଶ ପାଇଛି ।ସେପ୍ଟେମ୍ବର ୨୧ରେ ଉଭୟ କଳା ଓ ବିଜ୍ଞାନ ପାଠ୍ୟକ୍ରମର ପ୍ରକ୍ଟିକାଲ ପରୀକ୍ଷା ହେବ । ତେବେ ୨୩ ଏବଂ ୨୪ ତାରିଖରେ ୨ଟି ସିଟିଂରେ କଳା ,ବିଜ୍ଞାନ ଓ ବାଣିଜ୍ୟର ଥିଓରୀ ପରୀକ୍ଷା କରାଯିବ । ଦିନ ୧୧ଟାରୁ ୧୨ଟା ପ୍ରଥମ ସିଟିଂ ଓ ଦିନ ୨ଟାରୁ ୩ଟା ୨ୟ ସିଟିଂ ପରୀକ୍ଷା କରାଯିବ। ଅନଲାଇନ ପରୀକ୍ଷାକୁ ଅଗ୍ରାଧିକାର ଦିଆଯାଉଥିଲେ ମଧ୍ୟ ଅଫଲାଇନରେ ପରୀକ୍ଷା କରାଯିବ ।

LEAVE A REPLY

Please enter your comment!
Please enter your name here