Spread the love

ମୁମ୍ବାଇ :ବଲିଉଡକଳାକାରମୀରାଚୋପ୍ରାଙ୍କୁ ଧର୍ଷଣ ଧମକମିଳିଛି ।ଜୁନିୟରଏନ.ଟି.ଆରଙ୍କ ଫ୍ୟାନଙ୍କ ପକ୍ଷରୁଏଭଳି ଧମକମୀରାଙ୍କୁଟୁଇଟରରେମିଳିଛି । ନିକଟରେମୀରା ଏକ ସାକ୍ଷାତକାରରେମହେଶବାବୁଙ୍କୁଜୁନିୟରଏନ.ଟି.ଆରଙ୍କଠାରୁ ଅଧିକ ପସନ୍ଦ କରନ୍ତିବୋଲିକହିଥିଲେ ।ତେବେଏହିସାକ୍ଷାତକାର ପରେତାଙ୍କୁଏନ.ଟି.ଆରଙ୍କସମର୍ଥକମାନେ ଧର୍ଷଣ ଧମକ ଦେଇଥିବାସେକହିଛନ୍ତି ।ଏନେଇସେଏନ.ଟି.ଆରଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣକରିଛନ୍ତି ।

LEAVE A REPLY

Please enter your comment!
Please enter your name here