Spread the love

ପୁରୀ : ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅନୁଧ୍ୟାନ ପାଇଁ ଜେଟିଏ ସେକ୍ସନକୁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଅନୁଧ୍ୟାନ ଲାଗି ଅନୁରୋଧ କରିଥିବା ୨ ଜଣଙ୍କ ଦରଖାସ୍ତ ଆଧାରରେ ଏହି ଚିଠି ଲେଖାଯାଇଛି । ଏହାସହ ଖାଲି ପଡିଥିବା ମୁକ୍ତି ମଣ୍ଡପରେ ବିଭିନ୍ନ ପଦବୀ ପୂରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here