Spread the love

କଟକ, ରେଭେନ୍ସା ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷା ଅନଲାଇନ ରେ ହେବାନେଇ ସ୍ଥିର କରାଯାଇଛି । ଫାଇନାଲ ସେମିଷ୍ଟରର ଉଭୟ ରେଗୁଲାର ଓ ବ୍ୟାକ ପରିକ୍ଷା ଅନଲାଇନରେ ହେବ । ଆସନ୍ତା ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ଅନଲାଇନ ପରିକ୍ଷା ହେବାକୁ ଥିବା ବେଳେ ପରିକ୍ଷା ସୂଚୀ ଖୁବଶୀଘ୍ର ଅପଲୋଡ ହେବାନେଇ ପରୀକ୍ଷା କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here