Spread the love

ନୂଆଦିଲ୍ଲୀ ,ସୁଶାନ୍ତଙ୍କ ପ୍ରେମିକା ଅର୍ଥାତ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମିଡିଆ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଘର ପରିସରରେ ସାମ୍ବାଦିକଙ୍କ ଗହଳି ପାଇଁ ତାଙ୍କୁ ଅସୁବିଧା ହେଉଥିବା ସେ ଅଭିଯୋଗ ଆଣିଛନ୍ତି ।ତାଙ୍କ କାର୍ଯ୍ୟରେ ମିଡିଆ ବାଧା ନ ଦେବାକୁ ସେ ଥାନାରେ ଏକ ଲିଖିତ ଏତଳା ଦାୟର କରିଥିବା ମୁମ୍ବାଇ ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here