Spread the love

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ଅନେକ ଘଟଣା ଉପରୁ ପରଦା ହଟିବାରେ ଲାଗିଛି। ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ୮ ଟି ହାର୍ଡ ଡ୍ରାଇଭ୍ ନଷ୍ଟ କରିଥିବା ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନି କହିଛନ୍ତି । ସିବିଆଇ ଜେରା କରିବା ସମୟରେ ସିଦ୍ଧାର୍ଥ ପଠାନି ଏହି ବୟାନ ଦେଇଛନ୍ତି । ଏହା ସହ ଜୁନ ୮ରେ ରିୟା ସୁଶାନ୍ତଙ୍କ ଘର ଛାଡିବା ସମୟରେ ଜଣେ ଆଇଟି ପ୍ରଫେସନାଲଙ୍କୁ ଡାକି ଏଭଳି କରିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here