Spread the love

ସାଲେପୁର : ରାଜଦ୍ରୋହ ମାମଲାରେ ୟୁପି ପୋଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସାଲେପୁର ଥାନା କୁଶମ୍ବୀ ଗାଁରୁ ଜଣେ ଅଭିଯୁକ୍ତକୁ ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ସିଂହବାଲି ପୋଲିସ ଗିରଫ କରିଛି ।ଫେସବୁକରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧମକ ଅଭିଯୋଗ ହୋଇଥିଲା ।ଦଫା ୧୨୪(ଏ) , ୫୦୭, ୫୦୪ , ୩୫୩ (ଏ)ରେ ଅଭିଯୁକ୍ତ ସୟଦ ହାସନ ଅହମ୍ମଦକୁ ଗିରଫ କରାଯାଇଛି ।ଏହାସହ ସେ ୟୁପିର ହିନ୍ଦୁ ସଂଗଠନ ନେତାଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here