Spread the love

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଜି ୧,୧୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ୩୫୪ ଜଣ ସୁସ୍ଥ ହୋଇଥିଲା ବେଳେ ଖୋର୍ଦ୍ଧାରେ ୮୭, ଗଜପତିରେ ୮୩, ଯାଜପୁରରେ ୭୦, କେନ୍ଦୁଝରରେ ୫୭, କଟକରେ ୫୦, ବୌଦ୍ଧରେ ୪୦, ନୟାଗଡ଼ରେ ୩୭, ରାୟଗଡ଼ାରେ ୩୫, ପୁରୀରେ ୩୧, ବାଲେଶ୍ୱରରେ ୩୦, ମୟୁରଭଞ୍ଜରେ ୨୯, ଭଦ୍ରକରେ ୨୮, ଜଗତସିଂପୁରରେ ୨୭, ଢେଙ୍କାନାଳରେ ୨୪, ସୁନ୍ଦରଗଡ଼ରେ ୨୨, କନ୍ଧମାଳରେ ୧୭, ବଲାଙ୍ଗିର-ସମ୍ବଲପୁରରେ ୧୬ ଜଣ ଲେଖା, ମାଲକାନଗିରିରେ ୧୫, ନବରଙ୍ଗପୁରରେ ୧୨, କେନ୍ଦ୍ରାପଡ଼ାରେ ୧୧, ଅନୁଗୁଳ-କୋରାପୁଟରେ ୫ ଜଣ ଲେଖା, ସୋନପୁରରେ ୩ ଓ ଝାରସୁଗୁଡ଼ାରେ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here