Spread the love

ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ୪୭୮୮୭ କରୋନା ପରୀକ୍ଷା କରାଯାଇଛି । ଏହି ସମୟରେ ଆରଟିପିସିଆର ମାଧ୍ୟମରେ ୭ ହଜାର, ଆଣ୍ଟିଜେନରେ ୪୦୭୬୧ ଏବଂ ଟ୍ରୁନଟରେ ୧୨୬ ଜଣଙ୍କର କରୋନା ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସୂଚନଯୋଗ୍ୟ ଯେ ଏହା ପୂର୍ବରୁ ଗୁରୁବାର ୨୪ ଘଣ୍ଟା ମଧ୍ୟରେ ୪୦୭୧୧ କରୋନା ଟେଷ୍ଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here