Spread the love

ନୂଆଦିଲ୍ଲୀ :ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ସିବିଆଇ ୫ ଘଣ୍ଟା ଧରି ଜେରା କରିଛି । ମୁମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ସିବିଆଇ ପଚରାଉଚରା ଜାରି ରଖିଥିଲା । ରିୟାଙ୍କ ବାପାଙ୍କୁ ସିବିଆଇ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି । ଗତକାଲି ସିବିଆଇ ରିୟାଙ୍କ ବାପା ଓ ମାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ।

LEAVE A REPLY

Please enter your comment!
Please enter your name here