Spread the love

ନୂଆଦିଲ୍ଲୀ: ରିଲାଏନ୍ସ ଲାଇଫ ସାଇନ୍ସ ପକ୍ଷରୁ ଆଜି ଏକ ଆରଟି -ପିସିଆର କିଟ ବିକଶିତ କରାଯାଇଛି । ଏହି କିଟରେ ପ୍ରାୟ ୨ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ବ୍ୟକ୍ତି ନିଜର କରୋନା ଟେଷ୍ଟ କରାଇ ରିପୋର୍ଟ ଜାଣିପାରିବେ ।ରିଲାଏନ୍ସ ଲାଇଫ ସାଇନ୍ସ ଦ୍ବାରା ବିକଶିତ ହୋଇଥିବା ଏହି କିଟର ନାମ ଆର-ଗ୍ରୀନ୍ କିଟ୍ (SARS COV2-real-time PCR) ଅଟେ ।

LEAVE A REPLY

Please enter your comment!
Please enter your name here