Spread the love

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ସମ୍ବନ୍ଧିକ କେସରେ ତାଙ୍କ ବାନ୍ଧବୀ ତଥା ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଶୁକ୍ରବାରକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ନିଷ୍ପତ୍ତି ନିଆଯିବ ବୋଲି ମୁମ୍ବାଇ କୋର୍ଟ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଶୁଣାଣୀ ଆସନ୍ତାକାଲି ହେବାର ସମ୍ଭାବନା ରହିଛି।ଗତ ସୋମବାର ଦିନ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଏନସିିବି ଅଧିକାରୀ ମାନେ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here