Spread the love

କଟକ : ରାଜ୍ୟରେ କରୋନା ସଂକ୍ରମିତଙ୍କ ଆର୍‌.ଟି-ପି.ସି.ଆର୍‌ ପରୀକ୍ଷା ଲାଗି ସରକାର ଦର ଧାର୍ଯ୍ୟ କରିଛନ୍ତି । ଧାର୍ଯ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକ ଏବାବଦକୁ ଲୋକମାନଙ୍କ ଠାରୁ ସର୍ବାଧିକ ୧୨ଶହ ଟଙ୍କା ନେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି । ଏହି ଦରଠାରୁ କେହି ଲୋକମାନଙ୍କ ଠାରୁ ଅଧିକ ଟଙ୍କା ନେଇ ପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here