Spread the love

ଭୁବନେଶ୍ୱର : ଆଜିଠାରୁ ଆରଟିଓ ମାନେ ଅନ୍ତଃରାଜ୍ୟ ବସ ପରମିଟ ଯୋଗାଇ ଦେବା ପାଇଁ ରାଜ୍ୟ ପରିବହନ କମିଶନର ନିଷ୍ପତ୍ତି ନେଇଛନ୍ତି । ଏସଟିଏରେ ଗହଳି ଏଡାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆବେଦନ ଦିନ ହିଁ ଆରଟିଓ ମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅନ୍ତଃରାଜ୍ୟ ବସ ଚଳାଚଳ ପାଇଁ ସ୍ବତନ୍ତ୍ର ପରମିଟ ଦରକାର ପଡୁଥିଲା ।ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ବତନ୍ତ୍ର ପରମିଟ ଆଣିବାକୁ ପଡୁଥିଲା । ସ୍ବତନ୍ତ୍ର ପରମିଟ ପାଇଁ ଏସଟିଏରେ ଦୈନିକ ମାଲିକଙ୍କ ଗହଳି ଲାଗୁଥୁଲା ।

LEAVE A REPLY

Please enter your comment!
Please enter your name here