Spread the love

ମୁମ୍ବାଇ: ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୁଲ୍ୟ ବୃଦ୍ଧି ହୋଇଛି । ଆଜି କାରବାର ଶେଷ ବେଳକୁ ଟଙ୍କାର ମୁଲ୍ୟ ଡଲାର ତୁଳନାରେ ୧୦ ପଇସା ବୃଦ୍ଧି ପାଇ ୭୪.୯୦ରେ ପହଞ୍ଚିଛି । ଘରୋଇ ବଜାର ସ୍ଥିତି ଓ ଦୁର୍ବଳ ଡଲାର ଯୋଗୁ ଟଙ୍କାର ମୁଲ୍ୟ ବୃଦ୍ଧି ପାଇଛି । ସେହିପରି ସୁଚକାଙ୍କ ୨୪.୫୮ ପଏଣ୍ଟ ବୃଦ୍ଧି ପାଇ ୩୭,୬୬୩.୩୩ରେ ପହଞ୍ଚିଛି । ନିଫଟି ୬.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୧୦୧.୬୫ରେ ପହଞ୍ଚିଛି । ସେହିପରି ଆଜି ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୧ ହଜାର ୩୬୫ ଟଙ୍କା ବୃଦ୍ଧି ପାଇଛି । ରୁପା କିଲୋ ପ୍ରତି ୫,୯୭୨ ଟଙ୍କା ବୃଦ୍ଧି ପାଇ ୭୨,୭୨୬ ଟଙ୍କାରେ ପହଞ୍ଚିଛି । ସୁନା ୧୦ ଗ୍ରାମ ମୁଲ୍ୟ ଆଜି ୫୬,୧୮୧ ଟଙ୍କାରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here