Spread the love

ସମ୍ବଲପୁର: ଆସନ୍ତା ଅଗଷ୍ଟ ୧୫ , ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ ନାହିଁ ବୋଲି ସୋମବାର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଏନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୧୫ ଶନିବାର ପଡୁଥିବା ବେଳେ ସମ୍ବଲପୁର ସମେତ ପୁରା ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ନୂଆଖାଇ ଅଗଷ୍ଟ ୨୩ ରେ ପଡୁଛି ।ତେବେ ଏହାର ପୂର୍ବ ଦିନ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୨ତାରିଖ କୁ ବନ୍ଦ ନ କରି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏ ସମସ୍ତ ନିୟମ କୋହଳ ସତ୍ତ୍ଵେ ସାମାଜିକ ଦୂରତ୍ବକୁ  ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here