Spread the love

ମୁମ୍ବାଇ: ନିକଟରେ ବଲିଉଡର ବାବା ସଞ୍ଜୟ ଦତ୍ତଙ୍କୁ ଦେହ ଅସୁସ୍ଥତା କାରଣରୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଆଜି ୨ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୂଚନା ଅନୁଯାୟୀ ମେଡିକାଲରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା ।

LEAVE A REPLY

Please enter your comment!
Please enter your name here